Resultado encontrado

Tuki Sei Sapana

Javed Ali & Pamela Jain
Enviar Pesquisar

(ଧିଂ-ତାରେତା-ଧିନା)
(ଧିଂ-ତାରେତା-ଧିନା)
(ଧିଂ-ତାରେତା-ଧିନା-ଧେରେନା)
(ଧିଂ-ତାରେତା-ଧିନା)
(ଧିଂ-ତାରେତା-ଧିନା)
(ଧିଂ-ତାରେତା-ଧିନା-ଧେରେନା)

ତୁ କି ସେଇ ସପନ-ପରୀଟେ
ଯାହାକୁ ଏତେ ମୁଁ ଖୋଜିଛି?
(ତା-ନା-ନା-ଧେରେ, ଧିଂ-ତା-ନା-ନା-ଧେରେ)
(ତା-ନା-ନା-ଧେରେ, ଧିଂ-ତା-ନା-ନା-ଧେରେ)
ମୋ ଆଖିରେ ପଲକ ପଡ଼ିଲେ
ତୋ ରୂପ ଅଳସ ଭାଙ୍ଗୁଛି
(ତା-ନା-ନା-ଧେରେ, ଧିଂ-ତା-ନା-ନା-ଧେରେ)
(ତା-ନା-ନା-ଧେରେ, ଧିଂ-ତା-ନା-ନା-ଧେରେ)

ହୋ, ତୁ କି ସେଇ ସପନ-ପରୀଟେ
ଯାହାକୁ ଏତେ ମୁଁ ଖୋଜିଛି?
ମୋ ଆଖିରେ ପଲକ ପଡ଼ିଲେ
ତୋ ରୂପ ଅଳସ ଭାଙ୍ଗୁଛି

ଚୋରି-ଚୋରି ହାତ ଠାରି କାଇଁ ଡ଼ାକିଦେଲୁ?
ଧିରେ-ଧିରେ ହୃଦୟକୁ ପରଦେଶୀ କଲୁ

ରଙ୍ଗର ବରଷାରେ ମନ ଓଦା ହଉଛି (ରଙ୍ଗର ବରଷାରେ ମନ ଓଦା ହଉଛି)

Why for I do feel you, feel you
In shining morning, oh my love? (oh my love)
Why for I do feel you, feel you
In lonely lonely night, oh my love? (oh my love)

ପ୍ରଥମ ମେଘର ତୁ ଇନ୍ଦ୍ରଧନୁ ଗାର
ପ୍ରଥମ ଫୁଲର ବାସ
ତୁ ମୋ ନିଦର ସାଇତା ସପନ
ପ୍ରୀତି ଫଗୁଣ ର ମାସ

ତୁନି-ତୁନି କଥା ତୋର ଲାଗେ କାଇଁ ଭଲ
ତତେ ଛୁଇଁ ମନ ସାରା ଫୁଟିଯାଏ ଫୁଲ

ତୋ ପ୍ରେମ ମହକ ରେ ମହକି ମୁଁ ଯାଉଛି (ତୋ ପ୍ରେମ ମହକ ରେ ମହକି ମୁଁ ଯାଉଛି)

Why for I do feel you, feel you
In shining morning, oh my love? (oh my love)
Why for I do feel you, feel you
In lonely lonely night, oh my love? (oh my love)

(ହୁଁ-ହୁଁ-ହୁଁ)
(ହୁଁ-ହୁଁ-ହୁଁ)

ହୋ, ଆଜି ଯାଏଁ ଥିଲା ଜୀବନ ଅଧୁରା
ଆଜି ଲାଗେ ଭରା-ଭରା
ହୋ, ଚଲାବାଟେ ମୋର ତୁ ବୁଣିଦେଲୁ
ସୁନା, ରୂପା, ମୋତି, ହୀରା

ମନ ମୋର ଖୋଜୁଥିଲା ତୋର ଅଧିକାର
ତୁ ଆସି ଦେଲୁ ମତେ ପ୍ରେମ ଉପହାର
ଲାଗୁଛି ତତେ ପାଇ ଜୀବନ ମୁଁ ପାଇଛି (ଲାଗୁଛି ତତେ ପାଇ ଜୀବନ ମୁଁ ପାଇଛି)

Why for I do feel you, feel you
In shining morning, oh my love? (oh my love)
Why for I do feel you, feel you
In lonely lonely night, oh my love? (oh my love)
Why for I do feel you, feel you
In shining morning, oh my love? (my love)
Why for I do feel you, feel you
In lonely lonely night, oh my love? (my love)

Observação

Resultado automático

Esta letra foi encontrada automaticamente e pode precisar de revisão.

Quando ela for adicionada ao catálogo principal do EMXStudio, poderá receber tradução, correção, categoria, artista vinculado e informações completas.