Resultado encontrado

Pagala Bhanra

Ira Mohanty
Enviar Pesquisar

ରାମା-ରାମା
ରାମା-ରାମା
ରାମା-ରାମା, ରାମା-ରାମା, ରାମା-ରାମା ରାମା ରେ

ପାଗଳ ଭଅଁର ଗୋଟେ ଦେଇଗଲା ଚୁମା ରେ
ପାଗଳ ଭଅଁର ଗୋଟେ ଦେଇଗଲା ଚୁମା ରେ

କୁଆଁରି ଫୁଲ ବିଚାରୀ ହେଲା ତ निकम्मा ରେ

ରାମା-ରାମା, ରାମା-ରାମା, ରାମା ରେ
ରାମା-ରାମା, ରାମା-ରାମା, ରାମା ରେ

ପାଖୁଡ଼ାକୁ ଭାଙ୍ଗିଦେଇ କରିଦେଲା ଝାମା ରେ
ପାଖୁଡ଼ାକୁ ଭାଙ୍ଗିଦେଇ କରିଦେଲା ଝାମା ରେ

ଫୁଲ ବଗିଚାରେ ସିଏ କଲା ତ ହଙ୍ଗାମା ରେ

ରାମା-ରାମା, ରାମା-ରାମା, ରାମା ରେ
ରାମା-ରାମା, ରାମା-ରାମା, ରାମା ରେ

ରାମା-ରାମା-ରାମା, ରାମା-ରାମା, ରାମା-ରାମା
ରାମା-ରାମା-ରାମା, ରାମା-ରାମା

ଦୁଷ୍ଟ ଭଅଁର ଭାରି ଚତୁର
ପକେଇଦେଲା ତା ମିଠା ନଜର
ପକେଇଦେଲା ତା ମିଠା ନଜର

ପିଇଲା ମହୁ, କହିଲି ଉଃହୁ
ସେଇ ଉଃହୁ ଲାଗେ ଭାରି ମଧୁର
ସେଇ ଉଃହୁ ଲାଗେ ଭାରି ମଧୁର

ମହୁ ଶୋଷି ମନଟାକୁ କଲା ଝୁମା-ଝୁମା ରେ
ଆହାଃ, ମହୁ ଶୋଷି ମନଟାକୁ କଲା ଝୁମା-ଝୁମା ରେ

ଛାଡୁନି ଅଳସ ଦେହ ଲାଗେ ଝିମା-ଝିମା ରେ

ରାମା-ରାମା, ରାମା-ରାମା, ରାମା ରେ
ରାମା-ରାମା, ରାମା-ରାମା, ରାମା ରେ

ଦରଜ ଛାଡ଼ି ଗଲା ସେ ଉଡ଼ି
ଦରଜ ବଢୁଛି ଘଡି କି ଘଡି
ଦରଜ ବଢୁଛି ଘଡି କି ଘଡି

ପାଖୁଡ଼ା ଛନ୍ଦି, କରିବି ବନ୍ଦୀ
ପୁଣି ସେ ଭଅଁର ଆସିଲେ ଉଡ଼ି
ପୁଣି ସେ ଭଅଁର ଆସିଲେ ଉଡ଼ି

ଭଅଁରକୁ ଝୁରି ଫୁଲ ଗାଏ ସାରେଗାମା ରେ
ଭଅଁରକୁ ଝୁରି ଫୁଲ ଗାଏ ସାରେଗାମା ରେ

ପବନର ତାଳେ-ତାଳେ ନାଚେ ଛମା-ଛମା ରେ

ରାମା-ରାମା, ରାମା-ରାମା, ରାମା ରେ
ରାମା-ରାମା, ରାମା-ରାମା, ରାମା ରେ
ରାମା-ରାମା, ରାମା-ରାମା, ରାମା ରେ

ରାମା-ରାମା, ରାମା-ରାମା-ରାମା, ରାମା ରେ
ରାମା-ରାମା, ରାମା-ରାମା, ରାମା ରେ
ରାମା-ରାମା, ରାମା-ରାମା, ରାମା ରେ

Observação

Resultado automático

Esta letra foi encontrada automaticamente e pode precisar de revisão.

Quando ela for adicionada ao catálogo principal do EMXStudio, poderá receber tradução, correção, categoria, artista vinculado e informações completas.